ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ବିଶ୍ୱ ରକ୍ତଦାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ବିଶ୍ୱ ରକ୍ତଦାନ ଦିବସ ପାଳିତ ହୋଇଯାଇଛି l ଏଥିରେ କେନ୍ଦ୍ରର ଅଧିକାରୀ କିରଣ କୁମାର ପଣ୍ଡା ଅଧ୍ୟକ୍ଷତା କରି ରକ୍ତ ଦାନ ଦ୍ୱାରା ଅନ୍ୟର ଜୀବନ ବଂଚିପାରିବ l ଏଣୁ ସମସ୍ତେ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ନିମନ୍ତେ ସେ ନିବେଦନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲିଙ୍ଗରାଜ ପ୍ରଧାନ, ସି. ଏଚ. ଗୋପାଳ ରେଡ୍ଡୀ, ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ