ଚଳିତବର୍ଷ ବାଲିଆ ମଧୁସାଗର ମହୋତ୍ସବ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ

କେନ୍ଦ୍ରାପଡା : ବାଲିଆ ଚଂଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ବିଗତ ୪ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ମଧୁସାଗର ମହୋତ୍ସବ ମାର୍ଚ୍ଚମାସ ୧୫ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା । କିନ୍ତୁ କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ ଘୋଷଣା ହେବା ପରେ ମଧୁସାଗର ମହୋତ୍ସବ କମିଟି ସଭାପତି ଡା.ବିଶ୍ୱ ପ୍ରକାଶ କାନୁନଗୋ ମହୋତ୍ସବ କାର୍ଯ୍ୟକାରିଣୀ କମିଟିର ଏକ ଜରୁରୀ ବୈଠକ ଡକାଇ ସର୍ବସମ୍ମତି କ୍ରମେ ମହୋତ୍ସବକୁ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କମିଟିର କାର୍ଯ୍ୟକାରି ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ