ଚାଲିଛି ଖୋଲା ମେଲା ପ୍ରଶାସନିକ ବ୍ୟବସ୍ଥା ଢ଼ିଲା
ଶେରଗଡ଼,(ଦେବୀ ପ୍ରସାଦ ଦାଶ):ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତ ଥିବା ହାଇସ୍କୁଲ ର ଏ ହୋଉଛି ଦୃଶ୍ୟ କିଛି ଲୋକ କ୍ବାରେଣ୍ଟାଇନ ରେ ଥିବା ବ୍ୟକ୍ତି ଙ୍କ ସହ କଥା ହେବାର ଚିତ୍ର ସାମ୍ନା କୁ ଆସିଛି ନା ସେମାନଙ୍କ ପାଖରେ ମାସ୍କ ଅଛି ନା ଅଛି ସାମାଜିକ ଦୂରତା ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଏହି ବିପର୍ତ୍ତି ସମୟରେ ପ୍ରଶାସନିକ ବ୍ୟବସ୍ଥା ଢ଼ିଲା କିପରି ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କିଛି ଅଘଟଣ ଘଟେ ପରିସ୍ଥିତି ନିୟନ୍ତ୍ରଣ ରହିବା ସମ୍ଭବପର ନୁହେଁ | ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ୪ ଟି କରୋନ ରୋଗୀ ସୁରଟ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଲୋକ ଙ୍କ ପାଖରେ ଏବେବି ସଚେତନତା ତାର ଅଭାବ ଦେଖା ଯାଉଛି ସୂଚନା ଥାଉ କି ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ ଙ୍କ ପ୍ରଶାସନ ପାଇଁ ଚିନ୍ତା ର ବିଷୟ ପାଲିଟିଛି କିଏ କ୍ବାରେଣ୍ଟାଇନ ସେଣ୍ଟର ରେ ଖାଦ୍ୟ ଫୋପାଡୁଛି ତ ଆଉ କିଏ ଖସି ପଳାଉଛି ସମସ୍ତଙ୍କୁ ସମ୍ବାଳିବା କଷ୍ଟ କର ହୋଇପଡିଛି


