ଚାଲିଛି ମାଓବାଦୀ ଙ୍କ ସହିଦ ସପ୍ତାହ

( ଯୁଗାବ୍ଦ ନ୍ୟୁଜ )ମାଓବାଦୀ ମାନେ ପାଳନ କରୁଛନ୍ତି ସହିଦ ସପ୍ତାହ । ଏହାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର ଜିଲ୍ଲ୍ା ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାତି ସାରା ସିଆରପିଏଫ , କୋବ୍ରା ବାଟାଲିଆନ, ଡିଭିଏଫ ଯବାନ ମାନଙ୍କ ଦ୍ୱାରା ବିଭିନ୍ନ ଜାଗାରେ ଯାଞ୍ଚ ବ୍ୟବସ୍ଥା କୁ ସୁଦୃଢ କରାଯାଇଛି । ମାଓବାଦୀ ମାନେ ଜୁଲାଇ ୨୮ ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ