କଟକ : ଚାଲେଞ୍ଜର ଟ୍ରଫି ପାଇଁ ୨ ଓଡ଼ିଆ ମହିଳା କ୍ରିକେଟର ମନୋନୀତ ହୋଇଛନ୍ତି। ସେହି ଦୁଇ ମହିଳା ହେଉଛନ୍ତି ସୁଶ୍ରୀ ଦିବ୍ୟଦର୍ଶନୀ ଓ ମାଧୁରୀ ମେହେତା । ସେମାନେ ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ସିନିଅର ଚାଲେଞ୍ଜର ଟ୍ରଫିରେ ସେହି ଦୁଇ ଖେଳାଳୀ ଭାଗ ନେବେ । ଆସନ୍ତାବର୍ଷ ଜାନୁଆରି ୪ରୁ ୧୧ ଯାଏ କଟକରେ ଏହି ଟୁର୍ଣ୍ଣାମେଣ୍ଟ ହେବ ।