“ଚାଲ ବୁଲିଯିମା କଳାହାଣ୍ଡି କେ” ର ଭିଡ଼ିଓ ଆଲବମ ମୁକ୍ତିଲାଭ କରିଛି
କଳାହାଣ୍ଡି,(ୱାଇଏନ୍ଏସ୍): ଆଜି ପବିତ୍ର ଦୀପାବଳି ଅବସରରେ ସତ୍ୟବ୍ରତ ଦାସଙ୍କ “ଚାଲ ବୁଲିଯିମା କଳାହାଣ୍ଡି କେ”ର ଭିଡ଼ିଓ ଆଲବମ ମାନ୍ୟବର ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କର କମଳରେ ମୁକ୍ତିଲାଭ କରିଛି । ଭବାନୀପାଟଣା ବିଜୁକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ଶିକ୍ଷ୍ୟବିତ ଉମେଶ୍ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।