ଚିକିତ୍ସାଳୟରେ ମୋବାଇଲ ଫୋନ ଚୋରକୁ ଛେଚିଲେ ଲୋକେ

ବାଲେଶ୍ଵର, (ସରୋଜ ପଣ୍ଡା):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ଭବନ ୱାର୍ଡ ରୁ ଆଜି ଜଣେ ଯୁବକ ମୋବାଇଲ ଫୋନ ଚୋରି କରି ପଳାଇ ଯାଉଥିବା ବେଳେ ମୋବାଇଲ ଫୋନ ର ମାଲିକ ଦେଖି ଚୋର ଚୋର ଚିତ୍କାର କରିଥିଲେ।ଚିତ୍କାର ଶୁଣି ୱାର୍ଡର ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଟିବି ୱାର୍ଡ ଠାରେ କାବୁ କରି ତା ନିକଟରୁ ଚୋରି ମୋବାଇଲ ଜବତ କରିବା ସହ ନୀର୍ଧୁମ୍ ଛେଚି ପୋଲିସ ଜିମା ଦେଇଥିଲେ।ପୋଲିସ ପଚରା ଉଚରା ପରେ ତାର ଘର ଟାଉନ ଥାନା ବାରବାଟୀ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ