ଚିତାମ୍ବରମକୁ ୧୫ ରେ ମିଳିପାରେ ଜାମିନ

ଆଇଏନ୍ଏକ୍ସ ଦୁର୍ନିତି ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଗୃହମନ୍ତ୍ରୀ ପି ଚିତାମ୍ବରମ ଦଶହରା ପୂର୍ବରୁ ତିହାର ଜେଲରେ କାଳ ବନ୍ଦୀ ଥିବା ପିତାମ୍ବରମ ଜେଲରୁ ମୁକୁଳିବା ପାଇଁ ଯେଉଁ ଆଶା ରଖିଥିଲେ ତାହା ମଉଳି ଯାଇଛି । ସେ ଜରୁରୀ ଜାମିନ ପାଇଁ ସୁପ୍ରିମକୋର୍ଟରେ ଯେଉଁ ନିବେଦନ କରିଥିଲେ ତାହାର ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି କିନ୍ତୁ ୧୫ ତାରିଖ ପର୍ଯ୍ୟନ୍ତ ଜାମିନ ମିଳିପାରିବ ନାହିଁ ବୋଳି ସ୍ପଷ୍ଟ କରିଛନ୍ତି । ଜାମିନ ବିଚାର କରିବା ପୂର୍ବରୁ ୧୪ ତାରିଖରେ ସିବିଆଇକୁ ନିଜର ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଚିତାମ୍ବରମଙ୍କ ଓକିଲଙ୍କୁ ନିଜର ପକ୍ଷ ରଖିବାକୁୂ ଦିଆଯିବ । ଏହା ପରେ ୧୫ ତାରିଖରେ ପି ଚିତାମ୍ବରମଙ୍କ ଓକିଲ ନିଜର ପକ୍ଷ ରଖିବେ ।ଆଜି ବିଚାରପତି ଜଷ୍ଟିସ୍ କପିଲ ଶିବଲ ଓ ଅଭିଷେକ ମନୁସଂଘଭୀ ମନୁକୁ କୋର୍ଟ ତିରିଶ ମିନିଟ ସମୟ ମାଗିଥିଲେ । ଏବଂ ନିଜର ସିବିଆଇ ଓକିଲ ପକ୍ଷ ରଖିବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ