ଚିତ୍ରକୋଣ୍ଡା ବ୍ଲକ ସମିତି ସଂଘ ର ବୈଠକ

ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଚିତ୍ରକୋଣ୍ଡା ବ୍ଲକ ସମିତି ସଂଘ ର ବୈଠକ ଆଜି ଚିତ୍ରକୋଣ୍ଡା dam ପାର୍କ ରେ ଅନୁଷ୍ଠିତ ହୋଇଥିଲା।ସେଥିରେ ୧୮ଟି ପଂଚାୟତ ର ସମିତି ଯୋଗ ଦେଇଥିଲେ ।ଏହି ବୈଠକରେ ନିଷ୍ପତ୍ତି ନିଆଗଲା ରାଜ୍ୟ ସମିତି ସଂଘ କୁ କିପରି ପାଣ୍ଟି ଯୋଗାଇଦିଆଯିବ। ପଞ୍ଚୟତ ସମିତି ରେ ଆଜି ପର୍ଯ୍ୟନ୍ତ କାହିଁକି ସମିତି ପାଣ୍ଠି ବିଷୟରେ ଆଲୋଚନା କରାଯାଉ ନାହିଁ। ବ୍ଲକJ E ମନେ କାହିଁକି ସମିତିସଭ୍ୟ ର ଅଜାଣତରେ ପଞ୍ଚୟତ ସମିତି ର ଉନ୍ନୟନ କାର୍ଯ୍ୟ କୁ ମନମୁଖୀ ଭାବେ କରୁଛନ୍ତି। ସମିତି ବୈଠକ ଠିକ ରେ ହେଇ ପାରୁନାହିଁ।ଆଜକୁ ବର୍ଷେ ୬ମାସ ବିତି ଯାଇଥିଲେ ସୁଦ୍ଧା ବ୍ଲକ ଷ୍ଟାଣ୍ଡିଙ୍ଗ କମୀଟି କରାଯାଇ ନାହିଁ।ଏହି ସବୁ ବିଷୟ ଆଲୋଚନା କରି ଆସନ୍ତା ୦୬ ,୦୯,୨୦୨୩0 ତାରିଖ ଦିନ ବ୍ଲକ bdo ଙ୍କୁ ଦେଖା କରି ବାକୁ ନିଷ୍ପତି ନିଆଯାଇଛି। ଏହି ମୀଟିଙ୍ଗ କୁ ଚିତ୍ରକୋଣ୍ଡା ବ୍ଲକ ଉପ।ଦକ୍ଷ ପଦ୍ମ ନାଭ ଦାମୀ ଓ ସମିତି ସଭାପତି ରାଜକମଲ ପୁରୋହିତ ପରିଚଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ