ଚିନ୍ମୟୀ ଡ଼ିଜିଟାଲ ଏକ୍ସରେ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାର ଭଞ୍ଜନଗର ସହର ର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଚିନ୍ମୟୀ ଡିଜିଟାଲ ଏକ୍ସରେ କୁ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଥିବାବେଳେ , ସମ୍ମାନୀତ ଅତିଥି ଭାବେ ସରକାରୀ ଡାକ୍ତର ଖାନାର ମୁଖ୍ୟ ଚିକିତ୍ସାଧିକାରୀ ସୀତାଂଶୁ ଶେଖର ଶତପଥୀ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଖାନା ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର ବିଶୋଇ, ଡୁଲୁ ଦାସ ଓ ଭଞ୍ଜନଗର ଏନ ଏ ସି ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ | ଶେଷରେ ଚିନ୍ମୟୀ ଏକ୍ସରେ ର ମାଲିକାଣି ପୁଷ୍ପାରାଣୀ ଦତ୍ତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ