ଚିିକିଟି ଡିଗ୍ରୀ  ମହାବିଦ୍ୟାଳୟକୁ ନାକ୍ ପକ୍ଷରୁ ବି ଗ୍ରେଡ୍ ମାନ୍ୟତା

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଚିକିଟିସ୍ଥିତ ଚୁିକିଟି ଡିଗ୍ରୀ ମହାବିଦ୍ୟାଳୟକୁ ଜାତୀୟ  ଅଧିସ୍ୱୀକୃତି ନିର୍ଦ୍ଧାରଣ ପରିଷଦ (ନାକ୍) ର ମାନ୍ୟତା ମିଳିଥିବା ଅଧକ୍ଷ ଡ . ବିଚିତ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।  ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ୨୬ଓ ୨୭ ତାରିଖରେ କେନ୍ଦ୍ରୀୟ  ଟିମ ମହାବିଦ୍ୟାଳୟ ପରିଦର୍ଶନ କରିବା ସବିଶେଷ ରିପୋର୍ଟ ଉପରେ ଅନୁଧ୍ୟାନ କରିଥିଲେ । କୁମ୍ବେପୁ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ମଞ୍ଜୁନାଥ ଥିଟ୍ଟେ ରାଜପ୍ପାଙ୍କ ନେତୃତ୍ୱରେ ଗୋରଖପୁର ଦିନଦୟାଲ ବିଶ୍ୱ ବିଦ୍ୟାଳୟ  ବାଣିଜ୍ୟ ବିଭାଗର ପ୍ରଫେସର ତଥା ନାକ  ଟିମର ସଯୋଜକ ଅଜୟ କେ ଗୁପ୍ତା ଦିଲ୍ଲୀ ସ୍ଥିତ ମେତ୍ରୀ କଲେଜର ଅଧକ୍ଷ ତଥା ନାକ୍ ଟିମର ସଦସ୍ୟା ଡ.ହରିତ୍ମା ଚୋପ୍ରା ,ପ୍ରମୁଖ କଲେଜ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଥିଲେ ।  ସେମାନଙ୍କ ରିପୋର୍ଟ ଆଧାରରେ ଚିକିଟି ମହାବିଦ୍ୟାଳୟ ନାକ ୍ ଦ୍ୱାରା ସମ୍ମାନ ଜନକ  ବି ଗ୍ରେଡ୍ ମିଳିପାରିଥିବା ଭୈାତିକ ବି ।ନର ପ୍ରାଧ୍ୟପକ ତଥା ଅନ୍ତଗୁଣ ମୁଲ୍ୟାଙ୍କନ ପରିଷଦର ସଂଯୋଜକ ଡ .ଭବାନୀ ଶଙ୍କର ପଣ୍ଡା ,ବରିଷ୍ଠ ଅଧ୍ୟାପକ ଶ୍ରୀ ଦଶରଥ ରାଉତ କହିଛନ୍ତି ।ଏହି  କଲେଜ ପୂର୍ବରୁ ଅର୍ଥାତ  ୨୦୦୭ ମସିହାରେ ନା୍କ  ପକ୍ଷରୁ ପୂର୍ବସ୍ତାନ ବଜାୟ ରଖିପାରିଥିବାରୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାନେତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତି ଉଷାଦେବୀ  ପରିଚାଳନା ପରିଷଦର କର୍ମକର୍ତ୍ତା ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଲୁମିନି ସଂଘ ଶିକ୍ଷକ ଅଭିଭାବ୍କ ଫୋରମ୍ ଅଧାପକ ଓ ଅଧାପିକା କର୍ମଚାରୀ ବୃନ୍ଦ ଅଧୟନରତ ଛାତ୍ରଛାତ୍ରୀ ନାକର ଜାତୀୟ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ମହାବିଦ୍ୟାଳୟର ଜାତୀୟ  କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଡ .ପଟ୍ଟନାୟକ କୃତ ଜ୍ଞତା  ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ