ଚୀନର ଏକ ନଦୀରେ ଡଙ୍ଗା ବୁଡି ୧୦ ମୃତ ୮ ନିଖୋଜ

ବେଜିଙ୍ଗ: ଦକ୍ଷିଣପଶ୍ଚିମ ଚୀନର ଏକ ନଦୀରେ ଡଙ୍ଗାବୁଡି ୧୦ ଜଣଙ୍କର ଜୀବନ ହାନି ଘଟିଥିବା ବେଳେ ୮ ଜଣ ନଖୋଜ ଅଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଓ ଦମକଳ ବାହିନୀ ପହଞ୍ଚି ୧୧ ଜଣଙ୍କୁ ଉଦ୍ଧାର କରିଛି । ପୋଲିସ ବୋଟ କ୍ୟାପଟେନକୁ ଗିରଫକରି ପଚାରା ଉଚାରା ଜାରୀ ରଖିଛି । ଚୀନ ଜରୁରୀ କାଳିନ ମନ୍ତ୍ରାଳୟ ତରଫରୁ ଜଣାପଡିଛି ଯେ ଏହି ବୋଟଟି କୈାଣସି କମ୍ପାନୀ ନିର୍ମିତ ବୋଟ ନୁହେଁ । ଏହା ହାତରେ ପ୍ରସ୍ତୁତ ହୋଇଥିବା ବୋଟ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ