ଚୀନ୍‌ରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଂ ୭୩୭ ଦୁର୍ଘଟଣାଗ୍ରସ୍ତ I କୁନମିଙ୍ଗରୁ ଗୁଆଙ୍ଗଝୁକୁ ଉଡ଼ାଣ ବେଳେ ଦୁର୍ଘଟଣା I ଗୁଆଙ୍ଗ୍‌ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ନିଆଁ ଲାଗିଥିବା ସୂଚନା I ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ହୋଇପାରି ନାହିଁ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ