ଚୁମ୍ବନର ମୂଳମନ୍ତ୍ର

(ଯୁଗାବ୍ଦ ନ୍ୟୁଜ) ଚୁମ୍ବନ ଏମିତି କ’ଣ ଅଛି ଯାହା ପାଇଁ ସାରା ଦୁନିଆ ଦିୱାନା । କ’ଣ କାରଣ ଅଛି ଯେଉଁଥିରେ ଚୁମ୍ବନ ସମୟରେ ଲୋକମାନେ ସବୁ କିଛି ଭୁଲିଯାଆନ୍ତି । ଜୀବନର ପ୍ରଥମ ଚୁମ୍ବନ କିନ୍ତୁ ସ୍ୱତନ୍ତ୍ର, ଏହାକୁ କେହି ଭୁଲିପାରନ୍ତିନାହିଁ ।
ଓଠ ଗୋଲାପି ଓ ନରମ ହୋଇଥିବାରୁ ଏହାପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି ।ଚୁମ୍ବନ କରିବା ସମୟରେ ‘ଡୋପାମିନ’ ଓ ଅକ୍ସିଟୋସିନ ଭଳି ହରମୋନ ଶରୀରରୁ ବାହାର ହୋଇଥାଏ । ଏହା ଦ୍ୱାରା ସନ୍ତୁଷ୍ଟି ମିଳିବା ସହ ଉଭୟ ଉଭୟଙ୍କର ନିକଟତର ହୋଇଥାନ୍ତି ।ଚୁମ୍ବନ କରିବା ସମୟରେ ଆପଣ ଏକ ସୁଖଦ ଅନୁଭବ ପାଇଥାନ୍ତି । ଯାହା ଦ୍ୱାରା ଆପଣ ବାରମ୍ବାର ଚୁମ୍ବନ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।ଏହା ଦ୍ୱାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ ।ଚୁମ୍ବନ ଦ୍ୱାରା ସାଥୀଙ୍କ ମନକଥା ସହଜରେ ପଢ଼ିହୁଏ ।ଏହା ଦ୍ୱାରା ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ