ଚୈତ୍ର ମାସ ଶଷେ ମଙ୍ଗଳ ବାର ଗଜାମୁହାଁ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖମେୁଣ୍ଡି ସହରରେ ଚୈତ୍ର ମାସ ଶଷେ ମଙ୍ଗଳ ବାର ଦିନ ପାରଳା ସହରରେ ପ୍ରାୟ ସମସ୍ତ ସାହିରେ ପାରମ୍ପରିକରି ଗଜାମୁହାଁ ର୍ପବକରିବା ରି ଦଖେିବାକୁ ମିଳିଛିଳିଛିଯାହା କି ଗ୍ରାମଦବେତୀ ମାଁ ଙ୍କୁ ଗ୍ରାମ କିମ୍ବା କି ସାହିମା ହି ନଙ୍କର ଶିତଳ ନିମନିନ୍ତେ ସମସ୍ତ ସାହିରହେି ଯୁବସମାଜ ଆଗ୍ରହର ସହିତ ଏହି ଗ୍ରାମଦବେତୀ ଙ୍କୁ ଶିତଳ କରିବା ନିମନିନ୍ତେ ପୂଅର୍ଚ୍ଚନା ସହିତହି ଗଜାମୁହା ର୍ପବମଧ୍ୟ ଆୟୋଜନ କରାଯାଇଥାଏ । ଏହି ଅବସରରେ ପାରଳାଖମେୁଣ୍ଡିମୁ ଣ୍ଡିସହରରେ ଆଜି ଚୈତ୍ରଚୈ ମାସର ଶଷେ ମଙ୍ଗଳ ବାର ଦିନ ରେ ଆୟୋଜିତଜି ହୋଇଥିବାବଳେ , ଏହି ର୍ପବର୍ସବପ୍ରଥମେ କବିଚବିନ୍ଦ୍ର ସାହି ରେ ହିଁ ସୃଷ୍ଟି ହୋଇଥିବା ଗଜାମୁହାଁ ପର୍ବକୁ ଏହି ସାହିର ସମସ୍ତ ଲୋକେ ଦୂର ଦୂରଦୂରାନ୍ତରୁ ଆସିଥିସିବା ଦଖେିବାକୁ ମିଳିଛିଳିଛି । ଏହା ଅତି ପୂରା କାଳରୁ ଏହି ର୍ପବପାଳନ ହେଉଥିବାର ଦଖେିବାକୁ ମିଳିଛିଳି । ଏହି ଗ୍ରାମ ଦବେତୀ ଙ୍କ ଗଜାମୁହା ମୁ ର୍ପବପୂର୍ବ ପୂ ରେ ଗ୍ରାମ ରେ ହଇଜା ମହାମାରୀ ଆତଙ୍କ ସୃଷ୍ଟିସୃ ଷ୍ଟିହୋଇଥିବା ବଳେ ଏହି ଅଞ୍ଚଳ ବାସିନ୍ଦା ଗ୍ରାମ ଦେବତୀଙ୍କୁ ଶିତଳଶି କରିବା ରି ପାଇଁମଣ୍ଡାପିଠା, କାକରା ପିଠା,ଖିରି,ରିଗୁଡ଼,ଲିଆରେ ନିର୍ମିନିତ ଗଜାମୁହା ବନେଇ ଗ୍ରାମଦବେତୀ ଙ୍କୁ ପୂଜା ପୂ ଅର୍ଚ୍ଚନା କରିଥିରିବା ବେଳେ ମହାମାରୀ ସଙ୍କଟରୁ ଦୂର ହେବାକୁ ନେଇ । ଏହି ର୍ପବକୁ ଚୈତ୍ର ମାସ ଶେଷ ମଙ୍ଗଳବାର ଦିନ ସାରା ଘଟପର୍ବ ଏବଂ ରାତ୍ର ସାରା ଗଜାମୁହା ତିଆରି କରି ସାହି ମାନଙ୍କରେ ଯୁବ ଗୋଷ୍ଠୀ ତରଫରୁ ବାଦ୍ୟ ବାଦନ ବଜାର ମଙ୍ଗଳବାର ରାତି ସାରା ନାଚିଥାନ୍ତି । ଏହାକୁ ର୍ପବଆକାରରେ ସମ୍ପାଦନା କରୁଛନ୍ତି । ଏହି କାର୍ଯ୍ୟକ୍ରମ ନିମନିନ୍ତେ ଏହି ଅଞ୍ଚଳରେ ଲୋକମାନେ ମାନସିକ ରଖିଥାନ୍ତି ସମୋନଙ୍କ ମାନସିକ ପୂରଣ ହଲେ ଏହି ପରି ପୂଜା ଅର୍ଚ୍ଚନା କରୁଥିବା ଦଖେିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ବିଗତ ଦୁଇ ର୍ବଷ ହେଲା ସଂପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିଲା କାରଣ କରୋନା ମହାମାରୀ ଯୋଗୁଁ ଜିଲ୍ଲା ପ୍ରଶାସନର ନିୟମନି ଅନୁସାରେ ଏହି କାର୍ଯ୍ୟକ୍ରମ କରିବା ରି ପାଇଁଅନୁମତି ମିଳିନଳିଥିବାରୁ ବନ୍ଦ କରାଯାଇଥିଲା । ସହେିପହିରି କରୋନା କଟକଣାକୁ ପ୍ରଶାସନିକନି ପକ୍ଷରୁ କହୋଳ ହୋଇ ଥିବା ବଳେ ପାରଳାଖମେୁଣ୍ଡି ସହରର କବିଚବିନ୍ଦ୍ର ସାହି, ଶ୍ରୀକରଣ ସାହି, କଟିକା ଗୈାଡ ସାହି, ନଡ଼ିଆଡ଼ି ତୋଟା ସାହି, ଓଡ଼ିଆ ପାରଳା ସାହି, ସାନ ବ୍ରାହ୍ମଣ ସାହି ଏମିତି ବହୁତ ସାହି ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ସମ୍ପାଦନା କରାଯାଇଥିବା ଦଖେିବାକୁ ମିଳିଛିଳି ।


