ଚୋରା ବାଲି ଟ୍ରାକ୍ଟରକୁ ଜବତ
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ରାଜସ୍ୱ ନିରୀକ୍ଷିକ ମଧୁସୂଦନ ବିଶୋଇ ଧରପଗଡ଼ କରି ରାମପଦ ନିକଟ ନଦୀରୁ ଚୋରା ରେ ଚାଲାଣ ହେଉଥିବା ଟ୍ରାକ୍ଟର ନମ୍ବର-OR 07 P 2633 ଓ ଡାଲା ନମ୍ବର-0R 07 P 2634 କୁ ଜବତ କରି ୧୦ ହଜାର ୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଟ୍ରାକ୍ଟର ଟିର ମାଲିକ ହୃଦାରଞ୍ଜନ ନାୟକଙ୍କ ଠାରୁ ଜୋରିମାନା ଆଦାୟ କଲେ ବୋଲି ରାଜସ୍ୱ ନିରୀକ୍ଷିକ ମଧୁସୂଦନ ବିଶୋଇଙ୍କ ଠାରୁ ପ୍ରକାଶ।