ଚୋରା ଲୌହ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଚୋରା ଲୌହ ଜବତ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ତହସିଲ ନିକଟ ଡ୍ରେନେଜ ନାଳରୁ ଲୁହା କବାଟ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଚୋରି ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।ଚୋରି ଜିନିଷ ଗୁଡିକ ପରିବହନ ହେଉଥିବା ବେଳେ ଖବର ପାଇ ପୋଲିସ ସେଗୁଡିକୁ ଜବତ କରିଛି।ଏହା ସହିତ ସରକାରୀ ଜିନିଷ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ