ଚୋରି ଉଦ୍ୟମ କରି ଜଣେ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଯଶୋଟିକିରି ଗ୍ରାମରେ ଜଣେ ଯୁବକ ଚୋରି ଉଦ୍ୟମ କରି ଗିରଫ ହୋଇଛି । ସ୍ଥାନୀୟ ପୁରୀପଡା ଗ୍ରାମର ପ୍ରଳୟ ମଲ୍ଲିକ ଯଶୋଟିକିରି ଗ୍ରାମରେ ଥିବା ଏକ ଦୋକାନରୁ ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଥିଲେ । ଦୋକାନୀ ମାଲିକ ସୁରେଶ ରାଉତଙ୍କ ଅଭିଯୋଗ କ୍ରମେ ପୁଲିସ ୨୨୭/୨୦ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ