ଚୌଦ୍ୱାର ରାମଲୀଳା ସମିତି ସଂପାଦକ ତୋଫାନୀ ନାୟକଙ୍କ ବିୟୋଗ ରେ ଶୋକ ସଭା ପାଳିତ

ଚୌଦ୍ୱାର, (ଦୀପକ୍ କୁମାର୍ ବେଉରା):ଚୌଦ୍ୱାର କପାଳେଶ୍ୱର ରାମଲୀଳା ସମିତି ର ସାଧାରଣ ସମ୍ପାଦକ ତୋଫାନି ନାୟକଙ୍କ ଅକାଳ ବିୟୋଗ ରେ ଏକ ଶୋକ ସଭା ଚୌଦ୍ଵାର ସ୍ଥିତ ରାମଲୀଳା ସମିତି ମଣ୍ଡପ ରେ ଆୟୋଜିତ ହୋଇଯାଇଅଛି । ସମିତି ସଭାପତି ନରେଶ କୁମାର୍ ସାହୁଙ୍କ ସଭାପତିତ୍ବ ରେ ପ୍ରଥମେ ତୋଫାନି ନାୟକଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଵଲ୍ଲନ ଓ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି ଶୋକ ସଭା ରେ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ବିଶିଷ୍ଠ ସମାଜ ସେବୀ ବୈକୁଣ୍ଠନାଥ ପୃଷ୍ଟି, ସନାତନ ସ୍ବାଇଁ, କାମଦେବ ପ୍ରଧାନ, କୁବେର ସାହୁ, ବିକ୍ରମ ସ୍ବାଇଁ, ବିଜୟ ମହାନ୍ତି, ବନବିହାରୀ ସ୍ବାଇଁ, ଅଜୟ କୁମାର ବେହେରା, ରମେଶ ଚନ୍ଦ୍ର ସାହୁ, ଅମୂଲ୍ୟ ସାହୁ, ନିରଞ୍ଜନ ନାୟକ, ଶରତ ଚନ୍ଦ୍ର ବେହେରା, ହେମନ୍ତ ସାହୁ, ଧର୍ମାନନ୍ଦ ପଣ୍ଡା, କେଶବ ଚନ୍ଦ୍ର ସାହୁ ଓ ବିଜୟାନନ୍ଦ ସାହୁ ପ୍ରମୁଖ ସଭ୍ୟବୃନ୍ଦ ଉପସ୍ଥିତ ରହି ତୋଫନୀ ନାୟକ ଙ୍କ ରାମଲୀଳା ସମିତି ପ୍ରତି ଥିବା ତ୍ୟାଗ ଓ ଭଲ ପାଇବା ବିଷୟରେ ଆଲୋକପାତ କରିବା ସହିତ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ