ଛତିଶଗଡ ରେ ୫ ନକ୍ସଲ ନିହତ

ଛତିଗଡ ନାରାୟଣପୁର ଜିଲ୍ଲା ଅନ୍ତଗର୍ତ ଅବୁଝାମାରୀ ଜଙ୍ଘଲରେ ମାଓବାଦୀ ଓ ଯବନଙ୍କ ମଧ୍ୟରେ ମୁହାମୁହିଁ ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି । ସୂତନା ଅନୁସାରେ ପୋଲିସ କୁମ୍ବିଙ୍ଗ ଅପରେସନ କରଥିବା ସମୟରେ ଅଚାନକ ମାଓବାଦୀମାନେ ଗୁଳିଚଳାଇଥିଲେ ଏହା ଦେଖି ଯବାନମାନେ ଏହାର ମୁହଁତୋଳ ଜାବାବଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ