ଛତ୍ରଙ୍ଗ ଜଙ୍ଗଲରୁ ଝୁଲନ୍ତା ଯୁବକ ଓ ଯୁବତୀ ମୃତ ଦେହ ଉଦ୍ଧାର
କଣ୍ଟାବାଞ୍ଜି : ବଲାଙ୍ଗିରି ଜିଲ୍ଲା ତୁରେଇକେଲା ଥାନା ଅନ୍ତର୍ଗତ ଛିରନିପଦର ଗ୍ରାମର ନିକଟରେ ଥିବା ଛତ୍ରଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଓ ଯୁବତୀ ଜଣକ ମଙ୍ଗଳବାର ଠାରୁ ଘରରୁ ଫେରାର ହୋଇଯାଇଥିବା ଜଣାପଡିଥିବାର ସ୍ଥାନୀୟ ଲୋକ ମାନେ କହୁଥିବା ସମୟରେ ଗୁରୁବାର ତାଙ୍କର ମୃତ ଦେହ ଜବତ ହୋଇଛି । ଯୁବକ ଯୁବତୀଙ୍କ ମୃତର କାରଣ ଅସ୍ପଷ୍ଟ ରହିିଛି ।