ଛତ୍ରପୁର ଆରଆଇ କାର୍ଯ୍ୟାଳୟ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଆରଆଇଙ୍କ କାର୍ଯ୍ୟାଳୟକୁ ଆଜି ପୂର୍ବାହ୍ନରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) କବିନ୍ଦ୍ର କୁମାର ସାହୁ ପରି୍ଦର୍ଶନ କରି କାର୍ଯ୍ୟାଳୟ ର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ଏହି ଯାଞ୍ଚ ବେଳେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ସୁପରଭାଇଜର ଡି.ହରିକ୍ରିଷ୍ଣା , ଆରଆଇ ରବିନ୍ଦ୍ର ପଣ୍ଡା, ଅମିନ୍ ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


