ଛତ୍ରପୁର ଠାରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୭୦ତମ ଜାତୀୟ ସମ୍ବିଧାନ ଦିବସ ସଂସାର ଅନୁଷ୍ଠାନର ସଂପାଦକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସମ୍ପାଦକ ଜଗନ୍ନାଥ ଦାସ, ଜିଲ୍ଲା ହରିଜନ କଲ୍ୟାଣ ସମିତି ସଭାପତି ଲିଙ୍ଗରାଜ ନାୟକ, ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟର ଏନ୍‌.ମଧୁସୂଦନ ,ଶ୍ରୀ ହରି ନାୟକ,ପ୍ରହ୍ଲାଦ ନାୟକ , ଉମାଚରଣ ସାହୁ, ଚିନ୍ତାମଣି ନାୟକ, ରୀନା ନାୟକ, ସଂଗୀତା ଦାସ, ରଂଜନ ପାଲ୍‌, ପ୍ରଫୁଲ ଦାସ, ଦେବରାଜ ଗୈାଡଙ୍କ ବହୁ ଜନସାଧାରଣ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ