ଛତ୍ରପୁର ବସଷ୍ଟାଣ୍ଡ ରେ ଗଜଲକ୍ଷ୍ମୀ ପୂଜା
(ଯୁଗାବ୍ଦ ନ୍ୟୁଜ) ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର କମ୍ପଲେକ୍ସ ଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ଗତକାଲି ଲାଇନ ବନ୍ଧ ନିକଟରେ ଅଙ୍କୁରାରୋପଣ ଓ କଳସ ଯାତ୍ରା ପାଇଁ ରୀତିନୀତି ଓ ବାଇଦାବାଜଣା ସହ ପୁରୋହିତ ସରୋଜ ଶତପଥି ତତ୍ତ୍ୱାବଧାନରେ ପୂଜାଅର୍ଚ୍ଚନା କରାଯାଇଥିଲା । ଏହି ପୂଜାରେ ଲକ୍ଷ୍ମୀ ବଜାର ପୂଜା କମିଟି ସଭାପତିବସନ୍ତ କୁମାର ମହାରଣା ଙ୍କ ସହ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ ।