ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନାଭାଲ ଏନସିସି ତରଫରୁ ବିଶ୍ୱ ପରିବେଶ ଦିବସ ମହା ଅ୍ଧମମ୍ଭର ସହକାରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ନାଭାଲ ଏନସିସି ଅଧିକାରୀ ମନୋରଞ୍ଜନ ମହାରଣା ଏନସିସି କ୍ୟାଡେଟ ମାନଙ୍କୁ ସଂଗଠିତ କରି ଏକ ଶୋଭାଯାତ୍ରାରେ ବାହାରି ତାମ୍ପରା ଠାରେ ପହଂଚି ତାମ୍ପରା ପରିସର ସଫେଇ କରିଥିଲେ । ପରେ ମହାବିଦ୍ୟାଳୟରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଆଜିର ଦିନର ମହତ୍ୱ ଉପରେ ଆଲୋକପାତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ