ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ

କୋଲକତା, ଦୁଇଦିନିଆ କୋଲକତା ଗ୍ରସ୍ରରେ ଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ହୁଗଲୀ ନଦୀ କୂଳରେ ଥିବା ରାମକୃଷ୍ଣ ମିଶର ମୁଖ୍ୟାଳୟ ବେଲୁର ମଠରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏଠାରେ ସେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ଅନେକ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି । ନିଜର ସମ୍ୱୋଧନରେ ସେ ନାଗରିକତା ସଂଶୋଧନ ଆଇନ କଥା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି ଯେ, ଏହା ନାଗରିକତା ଦେଉଥିବା ଆଇନ ନାଗରିକତା ଛଡାଇବାର ନୁହଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ମଁଜ ପୁଣି ଥରେ କହିବି ଯେ ନାଗରିକତା ଆଇନ ନାଗରିକତା ନେବାର ନୁହଁ, ନାଗରିକତା ଦେବାର ଆଇନ ଏବଂ ନାଗରିକତା ସଂଶୋଧନ ଆଇନ ସେହି ଆଇନରେ କେବଳ ଏକ ସଂଶୋଧନ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ