ଛାତ୍ରଛାତ୍ରୀ ମାନଙ୍କୁ ଘରେ ଘରେ ବହି ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନ ଆପ୍ତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଯେନାଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟି ଅଧ୍ୟକ୍ଷ ସୁରେଶ ଭାରତୀ, ଶିକ୍ଷକ,ଶିକ୍ଷୟିତ୍ରୀ ଗୋପିନାଥ ଦାଶ, ଅନୁଜା ପଣ୍ଡା, ଜାନକୀବାଳା ଯେନା ପ୍ରମୁଖ ଘର ଘର ବୁଲି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁସ୍ତକ ବଣ୍ଟନ କରିଥିଲେ ।