ଛାତ୍ର ଛାତ୍ରୀ ମାନଙ୍କୁ ଘରେ ଘରେ ବହି ବଣ୍ଟନ
ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ତାକରଡା କ୍ଲଷ୍ଟର ଅଧିନ ଧବଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନ୍ଦିତା ଦାସ ଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ବିନୋଦ ସେନାପତି,ମଧୁସ୍ମିତା ମାହାରଣା ଓ ପରିଚାଳନା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ରାଉତ,ସଂଗ୍ରାମ ଦାଶ,ସନ୍ତୋଷ ପ୍ରଧାନ ପ୍ରମୁଖ ଘର ଘର ବୁଲି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁସ୍ତକ ବଣ୍ଟନ କରିଥିଲେ


