ଛୁରାମାଡରେ ଯୁବକ ଗୁରୁତର

ପାତ୍ରପୁର ,( ଯୁଗାବ୍ଦ ନ୍ୟୁଜ୍) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଅଘଟଣ । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ରମେଶ ନାମକ ଜଣେ ଯୁବକଙ୍କୁ ଛୁରା ମାଡ କରିଥô୍ବା ଜଣାପଡିଛି । ଛୁରାମାଡରେ ରମେଶ ସେଠୀ ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ