ଛୋଟ ଫଟାକା ବଡ ଧମାକା

ସାହିଦ କପୁରଙ୍କ ଅଭିନୀତ କବୀର ସିଂହ ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି । ପ୍ରଥମ ଦିନରେ ଚଳଚ୍ଚିତ୍ର ୨୦.୨୧ କୋଟି, ଦ୍ୱିତୀୟ ଦିନରେ ୨୨.୭୧ ଓ ତୃତୀୟ ଦିନରେ ୨୭.୯୧ କୋଟି ଟଙ୍କା ଆୟ କରିଥିଲା। ଅର୍ଥାତ୍ ୫ମ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ସିନେସମୀକ୍ଷକ ମତପୋଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ