ଜଗନ୍ନାଥପାଟଣା ଗାଁ ରେ ଦୁଃଖଦ ଘଟଣା

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗାଁ ରେ ଦୁଃଖଦ ଘଟଣା ଘଟିଯାଇଛି । ନିଜ ଘର କୂଅ ସଫା କରୁଥିବା ବେଳେ ଦୁଇ ଭାଇ କୁଅ ଭିତରେ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ ତାଙ୍କୁ ଉଧାର ସମୟରେ ପୁତୁରା ମଧ୍ୟ ଗୁରୁତର ହୋଇଥିଲା। ଦମକଳ ବାହିନୀ ଖବର ପାଇ ଏମାନଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ମେଡିକାଲ ରେ ଭର୍ତ୍ତି କରିଥିଲେ ଡାକ୍ତର ଦୁଇ ଭାଇ କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁତୁରା କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ମୃତକ ଦୁଇ ଭାଇ ହେଲେ ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ