ଜଗନ୍ନାଥ ମନ୍ଦିରରେ ଏକାଦଶୀ ଉତ୍ସବ ପାଳନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର ଗୋମତି ଏକାଦଶୀ ଅବସରରେ ସ୍ଥାନୀୟ ବିଜିପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ସକାଳ ମଙ୍ଗଳ ଆଳତୀ ପରେ ୧୦୮ ତୁଳସୀ ଅର୍ପଣ ବିଷ୍ଣୁ ସହସ୍ର ନାମ , ଗୀତା ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର , ପର୍ଶୁରାମ ମହାରଣା , ପ୍ରମୋଦ କୁମାର ଦାସ , ରାଜାରାମ ପ୍ରଧାନ , ବାପି ସାହୁଙ୍କ ସମେତ ମନ୍ଦିର କମିଟି ର ସଦସ୍ୟମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ