ଜଗନ୍ନାଥ ମନ୍ଦିର ରେ ମଙ୍ଗଳ ଆଳତୀ ପାଇଁ ବଢି ଭୋର ଚଳଚଞ୍ଚଳ ଓ ପ୍ରବଳ ଭିଡ

ଶେରଗଡ଼,(ବିଭୁ ପ୍ରସାଦ ଦାଶ):ଶେରଗଡ ଜଗନ୍ନାଥ ମନ୍ଦିର ରାଜ ରାଜୁଡା ଜଗନ୍ନାଥ ମନ୍ଦିର। ପୁରୀ ମନ୍ଦିର ଭଳି ଏଠାରେ ନୀତିକାନ୍ତି। ଦ୍ବାର ଫିଟା ନୀତି ଠାରୁ ଆରମ୍ଭ କରି ରାତି ପହଡ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିଥାଏ। ସେହିପରି କାର୍ତ୍ତିକ ମାସ ହେତୁ ଶେରଗଡ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ବିଶେଷ କରି ମଙ୍ଗଳ ଆଳତୀ ଓ ସଂନ୍ଧ୍ଯା ଆଳତୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ପରିଲିଖିତ ହୋଉଛି। ଏହି ଆଳତୀ ସମୟରେ ବହୁ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ବହୁ ଦୂର ଦୂରାନ୍ତର ରୁ ଲୋକ ଆସି ଆଳତୀ ରେ ଭାଗ ନେଉଛନ୍ତି। କାରଣ କାର୍ତ୍ତିକ ମାସର ମଙ୍ଗଳ ଆଳତୀ ଓ ସଂନ୍ଧ୍ଯା ଆଳତୀ ଦେଖିଲେ ପୂଣ୍ଯ ମିଳେ। ସେହି ପରିପ୍ରେକ୍ଷୀରେ ଜଗନ୍ନାଥ ମନ୍ଦିର ଉତ୍ସବ ମୁଖର ହେବା ସହ ପ୍ରବଳ ଭିଡ ପରିଲିଖିତ ହୋଉଛି। ଏଥି ନିମନ୍ତେ ଲମ୍ଭା ଲାଇନ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ