ଜନଶକ୍ତି ପାର୍ଟି ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜନଶକ୍ତି ପାର୍ଟି ପକ୍ଷରୁ ସମସ୍ତ ରାଜ୍ୟରେ ପୋଷ୍ଟ କାର୍ଡ ଅଭିଯାନର ଶୁଭାରମ୍ଭ କଲେ ରାଜ୍ୟ ଅଧ୍ୟକ୍ଷ ଆଇନଜିବୀ ପ୍ରଦୀପ ଦାଶ, କେନ୍ଦ୍ରାପଡା ମେଡିକାଲଛକ, ବିଜୁ ପଟ୍ଟନାୟକ ପ୍ରତିମୂର୍ତି ନିକଟରୁ ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମଗ୍ର କୋରନା ମହାମାରୀ ସମୟରେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଅହେତୁକ ଦରଦାମ ବୃଦ୍ଧି ଆଳୁ, ପିଆଜ, ତେଲ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟବୃଦ୍ଧି ପ୍ରତିବାଦରେ ଏବଂ ବିଦ୍ୟୁତଶୁକ୍ଳ କମାଇବା ଲକ୍ଷ୍ୟ ରଖି ସପ୍ତାହ ବ୍ୟାପି ପୋଷ୍ଟ କାର୍ଡ ଲୋକଙ୍କ ଦ୍ୱାରା ଲେଖା ।ଅଭିଯାନ ଗାନ୍ଧୀ ଜୟନ୍ତିରେ ସମାପ୍ତ ହେବ । ଏଥିରେ ସଂପାଦକ ପ୍ରହଲ୍ଲାଦ ମାହାଳି, ଆଇନଜିବୀ, ସୁବାଷ ରାଉତ, ସାନ୍ତନୁ ଦାସ, ଚୈତନ୍ୟ ମଲ୍ଲିକ, ଗୋଲଖ ପ୍ରଧାନ, ଅଜୟ ନାୟକ, ସାନ୍ତନୁ ନାୟକ, ଗିରିଧାରୀ ରାଉତ, ରହିସ ଖାନ୍‌, ଦିଲ୍ଲୀପ ଜେନା, ପ୍ରଭାସ ବେହେରା, ମହେଶ୍ୱର ସେଠୀ, କ୍ଷେତ୍ରବାସୀ ସାହୁ, ମହେଶ୍ୱର ବେହେରା, ସେଖ ରହିସୁଦ୍ଦିନ, ଜଗନ୍ନାଥ ବାରିକ, ଦୋଳଗୋବିନ୍ଦ ଜେନା, କୈଳାସ ମଲ୍ଲିକ , ଦେବାଶିଷ ନାୟକ, ନିର୍ମଳ ନାୟକ ପ୍ରମୁଖ ଶତାଧିକ କର୍ମୀ ପୋଷ୍ଟକାର୍ଡ ଅଭିଯାନରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ