ଜନଶୂନ୍ୟ ହୋଇପଡିଛି ପଂଜଶୀର

କାବୁଲ : ଆଫଗାନିସ୍ତାନର ତାଲିବାନଙ୍‍ଙ୍କ ପାଇଁ ଅପହଞ୍ଚ ପର୍ବତ ପ୍ରଦେଶ ପଂଜଶୀର ଏବେ ଜନଶୂନ୍ୟ ସହର ପାଲଟିଛି। ତାଲିବାନ ଭୟରେ ସମସ୍ତ ଲୋକ ପଂଜଶୀର ଛାଡ଼ି କାବୁଲ ଯାଉଛନ୍ତି। ପଂଜଶୀରରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ସବୁ ଶେଷହୋଇ ଯାଇଥିବାବେଳେ ତାଲିବାନମାନେ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛନ୍ତି। ବିଦ୍ରୋହୀ ନେତା ଅହମଦ ମସୁଦ ଏବଂ ଅମରୁଲ୍ଲା ସଲେହ ପଂଜଶୀରରେ ଥିବା‌ବେଳେ ଅନ୍ୟ ଲୋକ ସବୁ ବିଭିନ୍ନ ଗାଁ ଛାଡ଼ି ଦେଉଛନ୍ତି। ତାଲିବାନ କହୁଛି ଏହା ପଂଜଶୀରରେ ବିଜୟ ହାସଲ କରିଛି। ଅନ୍ୟପକ୍ଷେ ବି‌ଦ୍ରୋହୀ ନେତାମାନେ କହିଛନ୍ତି, ଆମେ ଲଢ଼େଇ ଜାରି ରଖିଛୁ। କିନ୍ତୁ କାବୁଲ ଯାଇଥିବା ଲୋକମା‌ନେ କହିଛନ୍ତି, ତାଲିବାନ ଏବଂ ବିଦ୍ରୋହୀ ବାହିନୀ ଏନଆରଏଫ୍ ମଧ୍ୟରେ କିଏ ଜିତିଛି ତାହା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ