ଜନସାଧାରଣଙ୍କ ନିକଟରୁ ଆର୍ଶିବାଦ ଗ୍ରହଣ କଲେ ପୋଲସରା ବିଧାୟକ

ଜନସାଧାରଣଙ୍କ ନିକଟରୁ ଆର୍ଶିବାଦ ଗ୍ରହଣ କଲେ ପୋଲସରା ବିଧାୟକ
ପୋଲସରା (ଯୁଗାବ୍ଦ ନ୍ୟୁଜ) ପୋଲସରା ବ୍ଲକ୍ ଅନ୍ତର୍ଗତ କୋଙ୍କରଡା ଗ୍ରାମରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଧାୟକ ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ଆର୍ଶୀବାଦ ଭିକ୍ଷା କରିବା ସହ କୋଙ୍କରଡ଼ା ଗ୍ରାମର ତଳସାହି ଗୋଷ୍ଠୀ କେନ୍ଦ୍ରକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟନ ହୋଇଯାଇଛି।ପୋଲସରା ବ୍ଲକ ଅଧ୍ୟକ୍ଷ,ସରପଞ୍ଚ, ସମିତି ସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସି ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ