ଜବତ ହୋଇପାରିବନି ଚୋକସି ଙ୍କ ସମ୍ପତ୍ତି

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କ ମାଲିକାନାରେ ଥିବା ଗୀତାଞ୍ଜଳି ଜେମ୍ସର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିପାରିବ ନାହିଁ। ଆଇସିଆଇସିଆଇ ବ୍ୟାଙ୍କର ବିରୋଧ ଯୋଗୁ ଅପିଲୀୟ ଟ୍ରିବ୍ୟୁନାଲ ଜବତ କରିବା ନେଇ ପୂର୍ବ ପ୍ରକାଶିତ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ଚୋକ୍ସିଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍ସର ସମ୍ପତ୍ତି ଜବତ ଲାଗି ଗତବର୍ଷ ଡିସେମ୍ବର ୧୧ରେ ପିଏମ୍ଏଲ୍ଏ କୋର୍ଟ ଇଡିକୁ ଅନୁମତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ