ଜମ୍ମୁ-କଶ୍ମୀରରେ ଖାତ ମଧ୍ୟକୁ ଖସିଲା ବସ୍ ୧୨ ମୃତ

ଶ୍ରୀନଗର- ଜମ୍ମୁ-କଶ୍ମୀରରେ ସୁନ୍ଦରବନୀରେ ଯାତ୍ରୀବାହୀ ବସ୍ ଟି ଖାତ ମଧ୍ୟକୁ ଖସିପଡିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ