ଜମ୍ମୁ-କଶ୍ମୀରରେ ଭୂକମ୍ପ
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସୋମବାର ଦିନ ପ୍ରାୟ ୧୨ଟା ୧୦ରେ ଏକ ଭୂକମ୍ପ ଅନୁଭୂତ ହାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦ । ଏହା କଶ୍ମୀର-ହୀମାଚଳ ପ୍ରଦେଶ(ଛାମ୍ବା) ସୀମାରେ ଅନୁଭୂତ ହାଇଥିବା ବେଳେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ଜମ୍ମୁ-କଶ୍ମୀରରେ ଡାଡା ଓ କିସ୍ତୱାଡ ଜିଲାରେ ୪.୯ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି ।