ଜର୍ମାନୀରେ ଗୁଳିକାଣ୍ଡ  :୮ ମୃତ

ବର୍ଲିନ: ଜର୍ମାନୀର ସ୍ପୁଟନିକ ସହର ଓ ହନାଉ ସହରରେ ବୁଧବାର ଦୁବୁର୍ତ୍ତ ଗୁଳିରେ ୮ ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ବୂୁତ୍ତ ଗୁଳିକାଣ୍ଡ ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ପ୍ରଥମ ଘଟଣା ହନାଉ ସହରର ମିଡ୍ ନାଇଟ୍ ବାରରେ ଏବଂ ଦ୍ୱିତୀୟ ଟି ଅରେନା ବାରରେ ଘଟିଥିବା ପୋଲିସ କହିଥିବା ବେଳେ କେଉଁ କାରଣରୁ ଦୁର୍ବୁତ୍ତ ଜଣକ ଗୁଳିକାଣ୍ଡ ଘଟାଇଲା ତାହା ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ