ଜଳିଗଲା ପୋଲିଂ ଗାଡି

ଆସନ୍ତ। କ।ଲି ଦ୍ବିତୀୟ ପର‌୍ୟ୍ୟ।ୟ ନିର୍ବ।ଚନ ଅନୁଷ୍ଠିତ ହେବ ଏ ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବା ଯୋଗୁ ଏହା ପଛରେ ନକ୍ସଲ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।ଦିନ ପ୍ରାୟ ୧୧ଟାରୁ ୧୨ଟା ଭିତରେ ଏ ଘଟଣା ଘଟିଥିବା କୁହାଯାଉଛି। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରି ନାହିଁ।

ସୂଚନାଯୋଗ୍ୟ, ଆସନ୍ତାକାଲି ରାଜ୍ୟର ୫ ଲୋକସଭା ଆସନ (ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, ଆସିକା ଓ କନ୍ଧମାଳ) ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ମତଦାନ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ