ଜଳ ପ୍ରକଳ୍ପକୁ ବିରୋଧ କରି : ଭୋଟ ବର୍ଜନ କଲେ ପଞ୍ଚାୟତବାସୀ

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ଥ କରାଯାଇଥିଲେ ମଧ୍ୟ ଡିମିରିଗୁଣ୍ଡା ପଞ୍ଚାୟତର ଭୋଟରମାନେ ଲମ୍ବୋଦର ଜଳ ପ୍ରକଳ୍ପକୁ ବିରୋଧକରି ଭୋଟ ବର୍ଜନ କରିଛନ୍ତି । ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କରଙ୍ଗାମାଳର ୧୯୧ନଂ ବୁଥ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଲେପେଇକାନୀ ୧୮୭ ନଂ ବୁଥ ରେ ଭୋଟର ମାନେ ଭୋଟ ବର୍ଜନ କରିଥିବାରୁ ବୁଥ ଗୁଡିକ ଦିନସାରା ଖାଁ ର୍ଖା ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ