ଜାତିର ପିତା ଆଜି ଆବର୍ଜନା କୁଣ୍ଡରେ!
ବଡ଼ସାହି,(ନିରଞ୍ଜନ ମହାନ୍ତ): ଜାତିର ପିଆ ମହାତ୍ମା ଗାନ୍ଧୀଙ୍କ ଆମ୍ଭେ ଫୁଲ ମାଳ ଧୂପ ଦୀପ ଦେଇ ପୂଜା କରୁ ଅଛୁ । ଯେ କି ଏଇ ଦେଶ ଭାରତ ବର୍ଷକୁ।ସ୍ଵାଧୀନ ଦେବା ସହିତ ନିଜ ଜୀବନକୁ।ବଳିଦାନ ଦେଇ ଛନ୍ତି । ଯାହାର ଫଟୋ ଛିତ୍ର ପାର୍ଲିଆମେଣ୍ଟ ଭବନ।ସାଂସଦ।ଭବନ ରାଷ୍ଟ୍ରପତି ଭବନ କୋର୍ଟ କଚେରି ଯେଉଁ ଭବନ ହେଉ ନା କାହିଁକି ଏହି।ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ଆଗରେ ରହି ଥାଏ । କିନ୍ତୁ ଏବେ ଦେଖିବାକୁ ସେଇ ମହା ପୁରୁଷଙ୍କ ଫଟୋ ଚିତ୍ର କେଉଁଠି ଶୌଚାଳୟ ଲଗା ଯାଇଛି ତ କେଉଁଠି ଆବର୍ଜନା କୁଣ୍ଡରେ ଲଗାଯାଇ ସ୍ୱଚ୍ଛ ଭାରତ ଲେଖା ଯାଇଛି । ତାହେଲେ e ମହାପୁରୁଷଙ୍କ ବର୍ଯ୍ୟ ସ୍ଥାନ କଣ ଥିଲା ତାଙ୍କ ଅବଦାନ । ସାଧାରଣ ସାଧାରଣ କଥାରେ ଭାରତ ବର୍ଷ ହାଇକୋର୍ଟ।ସୁପ୍ରିମ କୋର୍ଟ ମୁଣ୍ଡ ଖେଲାଉ ଥିବା ବେଳେ ଜଣେ ମହାପୁରୁଷଙ୍କ ଫଟୋ ଚିତ୍ର କୁ ଅପବ୍ୟହାର କରା ଯାଉଛି ତାହା କଣ ଦେଖା ଯାଉ ନାହିଁ । ଯେଉଁ ରାଜ ନୈତିକ ଦଳ ଏହି।ମହାପୁରୁଷଙ୍କ ଫଟୋ ଚିତ୍ର ଏପରି ସ୍ଥାନରେ ବ୍ୟବହାର କରୁ ଛନ୍ତିତାହା ତୁରନ୍ତ ପ୍ରତ୍ୟାହାର କରି ମହାପୁରୁଷଙ୍କ ସମ୍ମାନ ରଖନ୍ତୁ ଏବଂ ସମ୍ମାନ ଦିଅନ୍ତୁ ଏବଂ ଓଡ଼ିଶା ହାଇ କୋର୍ଟ ତୁରନ୍ତ ଏ ସମ୍ପର୍କିତ ସ୍ୱଚ୍ଛ ଭାରତ ପାଖରୁ ଗାନ୍ଧିଜୀ ଙ୍କ ଫଟୋ ହଟାଇ ବାକୁ ଏକ ମାମଲା ରୁଜୁ ପାଇଁ ସ୍ଥାନୀୟ ବୁଦ୍ଧି ଜୀବି ଅନୁରୋଧ କରିଛନ୍ତି