ଜାତୀୟ ଯୁବ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କେନ୍ଦ୍ର ସରକାର ଙ୍କ ଯୁବବ୍ୟପାର ଓ କ୍ରିଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ସହାୟତା ରୁ ଗଜପତି ଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ‘NATIONAL YOUTH DAY (ଜାତୀୟ ଯୁବ ଦିବସ)’ କାର୍ଯ୍ୟକ୍ରମଟି viratual mode ରେ ଆୟୋଜନ ହୋଇଥିଲା । ସେଥିରେ ରାୟଗଡ ବ୍ଲକ୍ ର ଯୁବଙ୍କ ପିଲା ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ବକୃତା’ ପ୍ରତିଯୋଗିତା ମଧ୍ୟ ଆୟୋଜନ କରଯାଇଥିଲା । ଏହି ବକୃତା ପ୍ରତିଯୋଗୀତା କୁ ପରିଚାଳନା କରିବା ନିମନ୍ତେ “ଶ୍ରୀ ଜେ. ପାତ୍ର (ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ) ଏବଂ ଶ୍ରୀ କରୁଣାକର ସାହୁ ଦୁଇ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ନେହୁରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ “ବିଜୟ କୁମାର ମହାପାତ୍ର “ ଙ୍କ ନିର୍ଦେଶ କ୍ରମେ ରାୟଗଡ ବ୍ଲକ୍ ନେହୁରୁ ଯୁବ କେନ୍ଦ୍ର ର ଶ୍ରୀ ଅଜିତ କୁମାର ଗଜପତି ଏବଂ ଶ୍ରୀ ଦେବାଶିଷ ପାଇକ ଙ୍କ ଅଧୀନରେ କାର୍ଯ୍ୟକ୍ରମଟି ଆୟୋଜନ କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ