ଜାତୀୟ ସେବା ଯୋଜନା ଦିବସ ପାଳିତ

କ୍ଷତ୍ରୀୟବରପୁର, (ଯୁଗାବ୍ଦ ନ୍ୟୁଜ)  କ୍ଷତ୍ରୀୟବରପୁର  ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଓ ଯୋଜନା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ପ୍ରଥମେ ଅଧ୍ୟକ୍ଷ  ପତାକା ଉତ୍ତୋଳନ କରି ଅନମୁଷ୍ଠାନ  ପୂର୍ବ କାର୍ଯ୍ୟକ୍ରମ ସଂପର୍କରେ ସୂଚନାଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ  ତୃପ୍ତି ମିତ୍ରା ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ପିଙ୍କି ପଲାଇ ପରିଚାଳନ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ  ତ୍ରାପାଠୀ, ପ୍ରକାଶ ଚନ୍ଦ୍ର ଅଳତୀୟ, ରାଜେନ୍ଦ୍ର ଡାକୁଆ , କୁମୁଦ ପାତ୍ର, ଦେବେଶ ପାତ୍ର, ଦେବେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ