ଜାମ୍ମୁ –କାଶ୍ମୀର ୨୨ ବିଛନ୍ନତାବାଦୀ ଓ ୯୧୯ ଜଣଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହୃତ

ଶ୍ରୀନଗର ;(ଯୁଗାବ୍ଦ ନ୍ୟୁଜ) ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁହେବା ପରଠାରୁ ବିଛିନ୍ନତାବାଦୀ ନେତା ଓ କିଛି ଲୋକଙ୍କ ଠାରୁ ନିରାପତ୍ତା ପ୍ରତ୍ୟାହାର କରିଦେଇଛନ୍ତି । କିଛି ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିଲା ।କିନ୍ତୁୂ ତାହା ଯୋଗ୍ୟ ନୁହଁବୋଲି ସ୍ୱରାଷ୍ଟମନ୍ତ୍ରାଳୟ ତରଫରୁ ବିବୃତି ଦିଆଯାଇଥିଲା । କେଉର୍ ମାନଙ୍କୁ ସୁରକ୍ଷା ଯୋଗାଇଦେବା ଉଚିତ ତାହା ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି । ଜାମ୍ମୁ-କାଶ୍ମୀର ସୁରକ୍ଷା ସମନ୍ୱିୟ କମିଟିର ନିୟମିତ ବୈଠକ କରିଆସୁଛି । ଏହି ଘଟଣାରେ କାହାକୁ ସୁରକ୍ଷା ଯୋଗାଇଦିଆଯିବ କାହା ଠାରୁ ସୁରକ୍ଷା ପ୍ରତ୍ୟାହୃତ କରିଦିଆଯିବ ତାହା କେନ୍ଦ୍ର ସରକାରଙ୍କ କମିଟି ବିଚାର ବିମର୍ଷ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ