ଜିଦ୍ ରେ ଅଟଳ ଉନ୍ନାଓ ପରିବାର !
ଚିରନିଦ୍ରରେ ଶୋଇପଡିଥିବା ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ଆଜି ହେବ ଶେଷକୃତ୍ୟ ସଂମ୍ପର୍ଣ୍ଣ ତେବେ ଏହା ପର୍ବରୁ ପରିବାର ଲୋକଙ୍କ ଗୋଟିଏ ଦାବି ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିନାହିନ୍ତି ସେ ପର୍ଯ୍ୟନ୍ତ ତାଙ୍କ ଝିଅର ଶବ ସଂସ୍କାର କରାଯିବ ନାହିଁ ବୋଲି ଅଡିବସିଛନ୍ତି । ଶନିବାର ଦିନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌଜ୍ୟ ତାଙ୍କ ପରିବାରକୁ ଭେଟି ୨୫ ଲକ୍ଷ ଟଙ୍କା ସହାୟତା ଦେବା ସହ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇନ୍ତି । ସରକାର ନିସ୍ପତ୍ତି ନେଇଛନ୍ତି ଯେ,ପୀଡିତାଙ୍କ ଶବ ସଂସ୍କାର ନହେବାଯାଏ ଆଇଜି ଏସକେ ଭଗତ ଉପସ୍ଥିତ ରହିବେ । ସୂଚନାଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଶେଷନିସ୍ୱଷ ତ୍ୟାଗ କରିଥିଲେ ଉନ୍ନାଓ ପୀଡିତା ।