ଜିମଦା ବ୍ଲକର ମହାନ୍ ପୁରୋଧା ଗଙ୍ଗାଧର ଶତପଥୀଙ୍କ ଦେହାନ୍ତ

ରାଇରଙ୍ଗପୁର(ଯୁଗାବ୍ଦ ନ୍ୟୁଜ) ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକର ମହାନ୍ ପୁରୋଧା ଗଙ୍ଗାଧର ଶତପଥୀଙ୍କ (୮୬)ଙ୍କର ଆଜି(ମଙ୍ଗଳବାର)ସକାଳ ୬ଘଟିକାରେ ତାଙ୍କ ବାସସ୍ଥାନ ବେଲପୋଷି ପୁରୁଣା ପଞ୍ଚାୟତ ବାସ ଭବନରେ ବର୍ଷାଧିକ ରୋଗରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ଅମାୟିକ, ମିଷ୍ଟଭାଷୀ,ମେଳାପୀ, କର୍ତ୍ତବ୍ୟ ନିଷ଼୍ଠ ପୂଜକ ଥିଲେ ।ତାଙ୍କ ମୃତ୍ୟୁରେ ଶୋକରେ ଛାୟା ଖେଳିଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ