ଜିଲ୍ଲାପାଳଙ୍କ ନାମରେ ଫେକ ଫେସବୁକ ଆଇଡି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନାମରେ କେହି ଏକ ଫେକ ଫେସବୁକ ଆଇଡି ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ମାଗୁଥିବା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଟୁଇଟ କରି ଜଣାଇଛନ୍ତି । ତେଣୁ ସେଭଳି ବ୍ୟକ୍ତିଙ୍କ ସହ କୈାଣସି ଅର୍ଥ କାରବାର ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ସତର୍କ କରାଇଦେଇଛନ୍ତି । ଏଭଳି କୈାଣସି ମେସେଜ କୈାଣସି ବ୍ୟକ୍ତିଙ୍କ ମୋବାଇଲକୁ ଗଲେ ତାହାକୁ ଗୁରୁତ୍ୱ ନଦେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ