ଜିଲ୍ଲାପାଳ ଅଫିସ ସମ୍ମୁଖରେ କଂଗ୍ରେସ ଓ ବାମପନ୍ଥୀ ଦଳର ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ ଭାବେ ୧୪୨ ସାଂସଦଙ୍କୁ ନିଲମ୍ବନ ଘଟଣାରେ ଗଜପତିରେ କଂଗ୍ରେସ ଓ ବାମପନ୍ଥୀ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦଶନ କରାଯାଇଛି. କଂଗ୍ରେସ ଓ ବାମପନ୍ଥୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେବା ସହିତ ବିକ୍ଷୋଭ ପ୍ରଦଶନ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଗଜପତି ପ୍ରଶାସନ ଦ୍ୱାରା ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ